ଫରମାନ୍

ଉଇକିଅଭିଧାନ‌ରୁ

ଫରମାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଫାରାସୀ - ଫର୍ମାନ୍; ତୁଳ. ସଂସ୍କୃତ - ପ୍ରମାଣପତ୍ର)[ସମ୍ପାଦନା]

୧. ପରୁଆନା; ରାଜକୀୟ ଆଦେଶ ପତ୍ର — ୧. King's order; royal mandate.
୨. ଛାମୁ ଚିଟାଉ; ସନନ୍ଦ — ୨. Sandal; firman.