Jump to content

ଫରମାନ୍ ବରଦାର୍

ଉଇକିଅଭିଧାନ‌ରୁ

ଫରମାନ୍ ବରଦାର୍

ଉଚ୍ଚାରଣ

[ସମ୍ପାଦନା]

(ଫରମା ବରଦାର୍—ଅନ୍ୟରୂପ)

ଫରମାନ୍ ବରଦାରୀ, ଫରମା ବରଦାରୀବି

ବୈଦେଶିକ - ବିଶେଷଣ - (ଫାରାସୀ - )

[ସମ୍ପାଦନା]
୧. ଆଜ୍ଞାନୁଗତ (ଭୃତ୍ୟ) ୧. Subservient; obedient.
୨. ପ୍ରଭୂଙ୍କ ଆଦେଶ ପାଳନକରୀ — ୨. Carrying out the master's orders.