ଫରାସୀ ଡଙ୍ଗା

ଉଇକିଅଭିଧାନ‌ରୁ

ଫରାସୀ ଡଙ୍ଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଫରାସ(ଡ, ଡା, ଡି, ଡେ) ଙ୍ଗା, ଫରାସୀ (ଡା, ଡି, ଡେ) ଙ୍ଗାଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଫ୍ରାନ୍ସ. ତୁଳ. ଫାରାସୀ - ଫରାସୀସ୍)[ସମ୍ପାଦନା]

୧. ଫ୍ରାନ୍ସ ଦେଶର ଅଧିକୃତ୍ୟ ରାଜ୍ୟ — ୧. French territory; French possesssion.
୨. (ନାମ) କଲିକତାର ନିକଟବର୍ତ୍ତୀ ଫ୍ରାନ୍ସ— ଅଧୁକୃତ ଗଙ୍ଗା ତୀରବର୍ତ୍ତୀ ନଗର; ଚନ୍ଦନ ନଗର — ୨. Chandernagore (a French town near Calcutta).
୩. ବାଲେଶ୍ୱର ସହରରେ ଥିବା ଫରାସୀ ଅଧିକୃତ ଏକ ସ୍ଥାନ — ୩. Name of a small area in the town of Balasore, which id in possession of the French.
୪. ଫରାସୀଡିଙ୍ଗା (କଲିକତା ନିକବର୍ତ୍ତୀ ଚନ୍ଦନ ନଗର)ରେ ବୁଣା ହେଉଥିବା ଏକକ ପକ୍ରାର ସରୁ ଲୁଗା — ୪. A kindd of fine cloth woven in Chandernagore.