ଫରୁଆ

ଉଇକିଅଭିଧାନ‌ରୁ

ଫରୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପୁଟକ; ପରୁବକ=ଗୁଆର ଡିବା[ସମ୍ପାଦନା]

୧. କାଠ ବା ଧାତୁର ଦୁଇଫାଳଯୁକ୍ତ ଗୋଲ ପାତ୍ର; ଡିବା — ୧. A gallipot; aa small circular box with removeable lid.

ଫରୁଆରେ ପରି ଉରୋଜରେ ଭରି ସେ ନୀଳମଣିକି କୂବିସୂର୍ଯ୍ୟ. କିଶୋରଚମ୍ଫୂ. ଫ. ଗୀତ

୨. ଗାତ —୨. Hole.
୩. ଗେବ —୩. Wooden pin; peg.
୪. ଗୋଲମୁଖୀ କଣ୍ଟା; ଛାତିବାଲା କଣ୍ଟା — ୪. A nail with an umbrella-like top.

କବାଟରେ ଫରୁଆ ହୋଇଛି ପାଣି ହାଡ଼ ପ୍ରାଚୀ. ବ୍ରହ୍ମନିରୁପଣ ଗୀତା