Jump to content

ଫଲ୍ଗୁନ

ଉଇକିଅଭିଧାନ‌ରୁ

ଫଲ୍ଗୁନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅର୍ଜୁନ (ହିନ୍ଦୀ - ଶ) — ୧. A name of Arjuna.
୨. ଫାଲ୍ଗୁନ ମାସ (ହିନ୍ଦୀ - ଶ) —୨. The month of Phālguna.

ସଂସ୍କୃତ - ବିଶେଷଣ - (ଫଲ୍ଗୁନୀ+ଅ)

[ସମ୍ପାଦନା]

ଫାଲ୍ଗୁନୀ ନକ୍ଷତ୍ର ସମ୍ୱନ୍ଧୀ (ହିନ୍ଦୀ - ଶ) — Relating to the ୧୧th and ୧୨th asterisms.