ଫଳକ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଢାଲ
  • ପଟା
  • ଅସ୍ତ୍ରର ପତ୍ର; ଫଲା
  • କପାଳର ଅସ୍ଥି
  • ଧୋବା ଗଣ୍ତି; ଯେଉଁ ପଟାରେ ଧୋବା ଲୁଗା କାଚେ
  • ନାଗ କେଶର
  • କରତଳ
  • ଚାଦର
  • ଫଳ
  • ଖଟର ପୃଷ୍ଠ
  • ମେଜ; ଟେବଲଫଳକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଫଳ+ସ୍ୱାର୍ଥେ. କ)[ସମ୍ପାଦନା]

୧. ଢାଲ — ୧. Shield.


୨. ପଟା —୨. Plate; plank; tablet.
୩. ଅସ୍ତ୍ରର ପତ୍ର; ଫଲା —୩. Blade of wepon.
୪. କପାଳର ଅସ୍ଥି —୪. Brow-bone.
୫. ଧୋବା ଗଣ୍ଡି; ଯେଉଁ ପଟାରେ ଧୋବ ଲୁଗା କାଚେ — ୫. Washerman's plank.
୬. ନାଗ କେଶର —୬. Mesua Ferra.
୭. କରତଳ (ହିନ୍ଦୀ - ଶ.) —୭. Plam of the hand.
୮. ଚାଦର (ହିନ୍ଦୀ - ଶ.) —୮. Sheet.
୯. ଫଳ —୯. Fruit.
୧. ଖଟର ପୃଷ୍ଠ (ଯହିଁ ଉପରେ ଲୋକେ ଶୁଣନ୍ତି) (ହିନ୍ଦୀ - ଶ.) — ୧୦. The back or ridge of a bedstead.
୧୧. ମେଜ; ଟେବଲ (ହିନ୍ଦୀ - ଶ.) —୧୧. Table.

ବିଧିରେ ଶାଖୀ ଫଳକ ଧାରୀ ଶୋଭୀ ଆମ୍ଭେ ପ୍ରତିପାଳନକୁ ଭଞ୍ଜ. ବୈଦେହୀଶବିଳାସ