ଫଳକ
ଦେଖଣା
- ଢାଲ
- ପଟା
- ଅସ୍ତ୍ରର ପତ୍ର; ଫଲା
- କପାଳର ଅସ୍ଥି
- ଧୋବା ଗଣ୍ତି; ଯେଉଁ ପଟାରେ ଧୋବା ଲୁଗା କାଚେ
- ନାଗ କେଶର
- କରତଳ
- ଚାଦର
- ଫଳ
- ଖଟର ପୃଷ୍ଠ
- ମେଜ; ଟେବଲଫଳକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଫଳ+ସ୍ୱାର୍ଥେ. କ)
[ସମ୍ପାଦନା]- ୧. ଢାଲ — ୧. Shield.
- ୨. ପଟା —୨. Plate; plank; tablet.
- ୩. ଅସ୍ତ୍ରର ପତ୍ର; ଫଲା —୩. Blade of wepon.
- ୪. କପାଳର ଅସ୍ଥି —୪. Brow-bone.
- ୫. ଧୋବା ଗଣ୍ଡି; ଯେଉଁ ପଟାରେ ଧୋବ ଲୁଗା କାଚେ — ୫. Washerman's plank.
- ୬. ନାଗ କେଶର —୬. Mesua Ferra.
- ୭. କରତଳ (ହିନ୍ଦୀ - ଶ.) —୭. Plam of the hand.
- ୮. ଚାଦର (ହିନ୍ଦୀ - ଶ.) —୮. Sheet.
- ୯. ଫଳ —୯. Fruit.
- ୧. ଖଟର ପୃଷ୍ଠ (ଯହିଁ ଉପରେ ଲୋକେ ଶୁଣନ୍ତି) (ହିନ୍ଦୀ - ଶ.) — ୧୦. The back or ridge of a bedstead.
- ୧୧. ମେଜ; ଟେବଲ (ହିନ୍ଦୀ - ଶ.) —୧୧. Table.
ବିଧିରେ ଶାଖୀ ଫଳକ ଧାରୀ ଶୋଭୀ ଆମ୍ଭେ ପ୍ରତିପାଳନକୁ ଭଞ୍ଜ. ବୈଦେହୀଶବିଳାସ