ଫଳକୀ

ଉଇକିଅଭିଧାନ‌ରୁ

ଫଳକୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଫଳକ+ଅଛି ଅର୍ଥରେ; ଇନ୍; ୧ମା. ୧ବ.)[ସମ୍ପାଦନା]

ଫଳ ମାଛ A kind of flat fresh water fish.

(ଫଳକୀନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଢାଲୀ; ଯେ ଢାଲ ଧରିଥାଏ — Armed with a shield.