ଫଳତଃ

ଉଇକିଅଭିଧାନ‌ରୁ

ଫଳତଃ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - କ୍ରି.ବିଶେଷଣ - (ଫଳ+ତସ୍)[ସମ୍ପାଦନା]

୧. ଫଳରେ; ବସ୍ତୃତଃ; କାର୍ଯ୍ୟତଃ ୧. In effect; in reality.
୨. ଶେଷରେ —୨. In the end; ultimately.
୩. ପ୍ରକୃତରେ —୩. Virtually; indeed.