Jump to content

ଫଳଦାତା

ଉଇକିଅଭିଧାନ‌ରୁ

ଫଳଦାତା

ଉଚ୍ଚାରଣ

[ସମ୍ପାଦନା]
(ଫଳଦାତ୍ରୀ—ସ୍ତ୍ରୀ) 

[ଫଳଜାତୃତ୍ୱ(ତା)—ବି]

  • (file)

ସଂସ୍କୃତ - ବିଶେଷଣ - ପୁଂ. (ଫଳ+ଦା ଧାତୁ+ ତୃନ୍; ୧ମା. ୧ବ.)

[ସମ୍ପାଦନା]

ଯେ କୌଣସି କାର୍ଯ୍ୟରେ ଫଳ ଦିଏ — Awarding the fruits of an action.