Jump to content

ଫଳପ୍ରଦ

ଉଇକିଅଭିଧାନ‌ରୁ

ଫଳପ୍ରଦ

ଉଚ୍ଚାରଣ

[ସମ୍ପାଦନା]
(ଫଳପ୍ରଦା—ସ୍ତ୍ରୀ) 

ଫଳପ୍ରଦାତା—ପୁଂ, ଫଳପ୍ରଦାତ୍ରୀ—ସ୍ତ୍ରୀଅନ୍ୟରୂପ

[ଫଳପ୍ରଦତା(ତ୍ୱ)—ବି]

  • (file)

ସଂସ୍କୃତ - ବିଶେଷଣ - ପୁଂ—(ଫଳ+ପ୍ର+ଦା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଫଳଦାତା; ଫଳୋତ୍ପାଦକ — ୧. Bearing or yielding fruit.
୨. ଗୁଣକାରକ — ୨. Effective.