Jump to content

ଫଳାଫଳ

ଉଇକିଅଭିଧାନ‌ରୁ

ଫଳାଫଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଫଳ+ଅଫଳ)

[ସମ୍ପାଦନା]
୧. ଭଲ କିମ୍ୱା ମନ୍ଦ ଫଳ — ୧. Success or failure; good or bad result.
୨. ଶେଷ ଫଳ —୨. Consequence (good or bad.)