Jump to content

ଫଳାହାର

ଉଇକିଅଭିଧାନ‌ରୁ

ଫଳାହାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଫଳ ମାତ୍ର ଖାଇବା; ଅନ୍ନ ବ୍ୟତୀତ ଅନ୍ୟ ଫଳାଦି ଭୋଜନ —Fruit-meal; eating fruits only.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଫଳ ଓ ମିଷ୍ଟାନ୍ନାଦି ସହଯୋଗରେ ଦଧି, ଦୁଗ୍ଧ ଓ ଚିପିଟକାଦି ଭକ୍ଷଣ —A meal of fruits, sweets milk, curd, parched rice etc on fast days,

[ଦ୍ରଷ୍ଟବ୍ୟ —ଆମ୍ଭ ଦେଶର ଏକାଦଶୀ ଆଦି ଉପବାସରେ ଫଳାହାର କରିବାର ବିଧି ଅଛି କିନ୍ତୁ ଆମ୍ଭମାନଙ୍କ ଫଳାହାରରେ ପାଚିଲା ଫଳ, ନଡ଼ିଆ ଆଦି ସଙ୍ଗେ ଚୂଡ଼ା, ଦହି, ଛେନା, ଗୁଡ଼, ମିଠେଇ ଆଦି ମଧ୍ୟ ଥାଏ]