Jump to content

ଫଳିତାର୍ଥ

ଉଇକିଅଭିଧାନ‌ରୁ

ଫଳିତାର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ଅସଲ ଅର୍ଥ; ପ୍ରକୃତ ଅର୍ଥ; ମର୍ମ — ୧. Gist; substance; purport; actual meaning.
୨. ମୂଳାଧାର (ଜ୍ଞାନେନ୍ଦ୍ର) (ଦେଖ) - — ୨. Mūḻādhāra (See)
୩. ସାରାଂଶ; ପ୍ରଧାନ ଅଂଶ (ଜ୍ଞାନେନ୍ଦ୍ର) — ୩. Essence; eptitome; principal part.