Jump to content

ଫଳିତ ଜ୍ୟୋତିଷ

ଉଇକିଅଭିଧାନ‌ରୁ

ଫଳିତ ଜ୍ୟୋତିଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଜ୍ୟୋତିଃଶାସ୍ତ୍ରଦ୍ୱାରା ମନୁଷ୍ୟ ଜାବନରେ ଭବିଷ୍ୟତ ଘଟନାମାନଙ୍କ ଗଣନା କରାଯାଏ —Astrology.

[ଦ୍ରଷ୍ଟବ୍ୟ —ଗ୍ରହନକ୍ଷତ୍ରାଦିଙ୍କ ସଞ୍ଚାର ଯେଉଁ ଜ୍ୟୋତିଷଦ୍ୱାରା ସ୍ଥିର କରାଯାଏ ତାକୁ ଗଣିତ ଜ୍ୟୋତିଷ —Astronomy—ବୋଲାଯାଏ]