ଫଳେନ୍ଦ୍ର
ବଡ଼ ଜାମୁ; ରାଜଜାମୁ — A large species of blackberry.
[ଅନ୍ୟ ସଂସ୍କୃତ - ନାମ—ନନ୍ଦ; ରାଜଜମ୍ୱୁ, ମହାଫଳ; ସୁରଭିପତ୍ରା, ମହାଜମ୍ୱୁ ଓଡ଼ିଆ—ରାଜଜାମୁ]