ଫଳୋତ୍ପତ୍ତି
ଦେଖଣା
ଫଳୋତ୍ପତ୍ତି
ଉଚ୍ଚାରଣ
[ସମ୍ପାଦନା][ଫଳୋତ୍ପାଦନ—ବିଧେୟ ବିଶେଷ୍ୟ]
ଫଳୋତ୍ପାଦକ—ପୁଂ, ପଳୋତ୍ପାଦିକା—ସ୍ତ୍ରୀବ୍ୟକ୍ତିବାଚକ ବିଶେଷଣ
ସଂସ୍କୃତ - ବି—(୬ଷ୍ଠୀ ତତ୍; ଫଳ+ଉତ୍ପତ୍ତି)
[ସମ୍ପାଦନା]- ୧. କୌଣସି କ୍ରମର ଫଳ ଘଟିବା —୧. The ensuing of the result of an action.
- ୨. ବୃକ୍ଷାଦିରେ ଫଳ ଧରିବା —୨. The coming out of fruits in a tree.
- ୩. (ବହୁବ୍ରୀହି) ଆମ୍ୱଗଛ —୩. The mango tree.