ଫଳ ଯିବା
ଦେଖଣା
ଫଳ ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫଳ ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଗାଈ) ବୃଷଭର ସଙ୍ଗମ କରିବା; ବଏ— ଯିବା —(said of a cow) To take to a bull.
- ୨. (ସ୍ତ୍ରୀ ପଶୁ) ଗର୍ଭବତୀ ହେବା — ୨. (a female animal) To be pregnant.
ଫଳ ଯିବା
|