ଫସଣ୍ଡି ଯିବା
(ଧାନ ଓ ମୁଗ ଗଛ ଆଦି) ବଳୁଆ ମାଟି ଯୋଗୁଁ ଗୁଡ଼ାଏ ପତ୍ର ଧି ବଢ଼ିବା ଓ ତହିଁରେ ଫୁଲ ଫଳ ନ ହେବା —To grow over-luxuriantly (said of plants growing on a very fertile ground but not bearing good fruits or flowers.