ଫସର ଫସା
ଦେଖଣା
ଫସର ଫସା
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - ବିଶେଷଣ - (ତୁଳ. ଇଂରାଜୀ - ଫସ୍—ନିସ୍ଫଳ ଆଡ଼ମ୍ୱର)
- ୧. ଅକୃତକାର୍ଯ୍ୟ — ୧. Unsuccessful.
- ୨. ନିଷ୍ପ୍ରୟୋଜନ —୨. Useless.
ଆଲୋ ମଉସା! ଜଡ଼ ପଇସା , ଆଉ ସବୁ କଥା ଫସରଫସା ଢଗ
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିଷ୍ପଳ ଆଡ଼ମ୍ୱର; ବାହାରଯୁକ୍ତ ଲଘୁକ୍ରିୟା — Fussiness much ado about nothing; fruitness show; the ending of a thing in fuss.