ଫସର ଫାଟିବା
ଦେଖଣା
ଫସର ଫାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଭାତ)
[ସମ୍ପାଦନା]ସକାଳ ହୋଇଯିବା — The break of day; dawning
ଦେଶଜ - କ୍ରି.
[ସମ୍ପାଦନା]- ୧. ଥକ୍କିଯିବା — ୧. To become tried.
- ୨. ଆକୃତକାର୍ଯ୍ୟ ହେବା — ୨. To become unsucessful; to fail.
ବଡ଼ ବଡ଼ ଗଲେ ଫସର ଫାଟି ସାନ ସାନ ଆସିଲେ ବେସର ବାଟି ଢଗ
- ୪. (କୌଣସି ପ୍ରସ୍ତାବ) ନିଷ୍ଫଳ ହେବା — ୪. (any proposal) To end in nothing.