Jump to content

ଫସର ଫାସ୍

ଉଇକିଅଭିଧାନ‌ରୁ

ଫସର ଫାସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅତି ଅକିଞ୍ଚିତକର — ୧. Insignificant.
୨. ଅକୃତକାର୍ଯ୍ୟ —୨. Insucessful.

ଆପେ ଚଷିବୁ ପୃରାଚାଷ, ଛତା ପୋତା ଅଧାଚାଷ ମୁଲିଆ ଚାଷ ଫସର ଫାସ୍ ଢଗ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅକୃତକାର୍ଯ୍ୟ —Failure.