ଫସଲ
ଦେଖଣା
ଫସଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଫସ୍ଳ=ଋତୁ)
[ସମ୍ପାଦନା]- ୧. କୃଷିଜାତ ଶସ୍ୟ; କ୍ଷେତ୍ରରେ ଉତ୍ପନ୍ନ ବସ୍ତୁଚୟ — ୧. Agricultural produce; crop.
- ୨. କୃଷିଜାତ ଶସ୍ୟ ସଂଗ୍ରହର ସମୟ — ୨. Harvest season,
[ଦ୍ରଷ୍ଟବ୍ୟ —ବର୍ଷ ମଧ୍ୟରେ କୃଷିଜାଟିୟ ଶସ୍ୟାଦିକୁ ବା ଫସଲକୁ ସଂଗୃହୀତ ହେବାର ଋତୁ ଅନୁସାରେ ୨ ଶ୍ରେଣୀରେ ବିଭକ୍ତ କରାଯାଇ ଅଛି; ଯଥା—ଖରୀଫ୍ ଓ ରବି ଆଶ୍ୱିନୀଠାରୁ ପୁଷମାସ ପର୍ଯ୍ୟନ୍ତ ଅମଳ ହେବା ଫସଲ (ଯଥା ଧାନ)କୁ ଖରୀଫ୍ ଓ ାଘ ଠାରୁ ଆଷାଢ଼ ପର୍ଯ୍ୟନ୍ତ ଅମଳ ହେବା ଶସ୍ୟ (ଯଥା—ମୁଗ, ବିରି, କୋଳଥ)କୁ ରବି ଫସଲ ବୋଲାଯାଏ—ହିନ୍ଦୀ - ଶ]
- ୩. ଏକ ପ୍ରସ୍ତ ବା ଏକ ଥର; ହପ୍ପା — ୩. One shower; paroxyam.
(ଯଥା—ମୁଁ ତାକୁ ଫସଲେ ଜୋତା ମାଡ଼ ଦେଇ ଥାଆନ୍ତି)