Jump to content

ଫସା

ଉଇକିଅଭିଧାନ‌ରୁ

ଫସା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ସାମୁଦ୍ରିକ ମତ୍ସ୍ୟବିଶେଷ — A kind of sea-fish.

[ଦ୍ରଷ୍ଟବ୍ୟ —ଏହା ଖାଇବାକୁ ସୁସ୍ୱାଦୁ, କିନ୍ତୁ ଏହାର ଦେହରେ ଅନେକ ସରୁସରୁ କଣ୍ଟା ଥାଏ]