Jump to content

ଫସାଇବା

ଉଇକିଅଭିଧାନ‌ରୁ

ଫସାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଫସା(ସେ)ଇ ଦେବା—ଅନ୍ୟରୂପ]

ଦେଶଜ - କ୍ରି—(ସଂସ୍କୃତ - ପାଶ; ଫସିବାର ଣିଜନ୍ତରୂପ)

[ସମ୍ପାଦନା]
୧. ବିପଦରେ ପକାଇବା; କୋଣସି ବ୍ୟକ୍ତିକୁ ବିପଦ ଗ୍ରସ୍ତ କରିବା —୧. To involve a persen in danger.
୨. କୌଣସି ବ୍ୟକ୍ତିକୁ ମନ୍ଦ କାର୍ଯ୍ୟରେ ପ୍ରବର୍ତ୍ତାଇବା — ୨. To seduce (a person)