Jump to content

ଫସ୍

ଉଇକିଅଭିଧାନ‌ରୁ

ଫସ୍

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୁକରଣ) ଅ

[ସମ୍ପାଦନା]

ଫସ୍ ଫସ୍ (ଦେଖ) - — Phas Phas (See)



ଫସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୁକରଣ) ଅ

[ସମ୍ପାଦନା]
୧. (ତୁଚ୍ଛାର୍ଥକ)—ଧିକ୍ ! ୧. (Interjection) Pish ! pood ! fie.
୨. ଧୀର ଭାବରେ ଗହ୍ୱରାଦିରୁ ବା ମୁଖରୁ ପବନ ବାହାରି ଯିବାର ଶବ୍ଦ —୨. The low hissing sound of air escaoing through a hole or the mouth
୩. ପାଡ଼ିବାର ଅନୁଚ୍ଚ ଶବ୍ଦ —୩. The low sound of breakind wind.

ହାତୀ ପାଡ଼ିବ ପାଡ଼ିବ ବୋଲି ଫୁସ୍—ଢ଼ଗ

୪. ଫୁସ୍ ଫୁସ୍ (ଦେଖ) - —୫. Phus phus (See)
୫. ନିଷ୍ଫଳ (କର୍ମ) —୫. Fruitless (act).