ଫସ୍କା
ଦେଖଣା
ବିଶେଷଣ (ଦେଶଜ)
[ସମ୍ପାଦନା]- ଶ୍ଳଥ; ହୁଗୁଳା
- ଚ୍ୟୁତ
- ସ୍ଖଳିତ
- କୋମଳ
- ହାଲୁକା
- ଯାହା ଚିପିଲେ ବା ଦାବିଲେ ଦବିଯାଏ ଫସ୍କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଫସ୍କା—ଅନ୍ୟରୂପ)
ଦେଶଜ - ବିଣ—(ଆରବୀ - ଫସକ୍ନା=ଖସିଯିବା; ଆରବୀ - ଫାସଖ୍= ଅଲଗା)
[ସମ୍ପାଦନା]- ୧. ଶ୍ଳଥ; ହୁଗୁଳା —୧. Loose, slack; lax.
- ୨. ଚ୍ୟୁତ —୨. Lost; slipped off.
- ୩. ସ୍ଖଳିତ —୩. Stumbled; slipping.
- ୪. କୋମଳ —୪. Soft.
- ୫. ହାଲୁକା —୫. Light.
- ୬. ଯାହା ଚିପିଲେ ବା ଦାବିଲେ ଦବିଯାଏ — ୬. Flaccid; yielding to pressure.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷଣ -
[ସମ୍ପାଦନା]ପାଣିଚିଆ; ସ୍ୱାଦବିହୀନ — Tasteless; watery.