ଫସ୍କି ଯିବା
ଦେଖଣା
ଫସ୍କି ଯିବା
ଉଚ୍ଚାରଣ
[ସମ୍ପାଦନା](ଫସ୍କିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫସ୍କି ଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିଫଳ ହୋଇଯିବା — ୧. To be ineffectual.
- ୨. ଖସିଯିବା —୨. To slip off.
- ୩. ଶିଥିଳ ହେବା —୩. To be slackened.
- ୪. ଆକାଙ୍କ୍ଷିତ ଫଳ ପ୍ରସବ ନ କରିବା — ୪. To miscarry.