Jump to content

ଫସ୍ ଫରସ୍

ଉଇକିଅଭିଧାନ‌ରୁ

ଫସ୍ ଫରସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଦୀପକ; ଉଗ୍ର ଦାହିକା ଶକ୍ତି ଯୁକ୍ତ ଖଣିଜ ଦ୍ରବ୍ୟବିଶେଷ; ବୈଜ୍ଞାନିକ ମୌଳିକ ବସ୍ତୁ— ବିଶେଷ —Phosphorus.

[ଦ୍ରଷ୍ଟବ୍ୟ —ଏହା ବାୟୁ ସଂଯୋଗରେ ମନକୁ ଜଳି ଉଠେ ଓ ସବୁ ବେଳେ ଜକ୍ ଜକ୍ ଦିଶୁଥାଏ ରାତିରେ ଜକଜକ ଦେଖା ଯାଉଥିବା ଜଳୁଜୁଳିଆ ପୋକ, କାନକଟୁଳି ବିଛା ଓ ସମୁଦ୍ର ମାଛଙ୍କଠାରେ ଫସ୍ ଫରସ୍ ଅଛି ଫସ୍ଫରସ୍ ମଧ୍ୟ ଜୀବଦେହରେ ଗୋଟିଏ ଉପାଦାନ]