ଫସ୍ ଫସ୍
ଦେଖଣା
ଫସ୍ ଫସ୍
ଉଚ୍ଚାରଣ
[ସମ୍ପାଦନା](ଫସ୍ ଫାସ୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - (ଧ୍ୱନ୍ୟନୁକରଣ) ଅ
[ସମ୍ପାଦନା]- ୧. କୁଣ୍ଡା ଚୋବାଇବା ପରି ଶବ୍ଦ —୧. Sound of chewing chaff.
- ୨. ଶୀଘ୍ର ଶୀଘ୍ର କଥା କହିବାର ଶବ୍ଦ — ୨. Sound of quick talk.
- ୩. ଚୁପ୍ଚାପ୍ କଥାବାର୍ତ୍ତା ହେବା ଶବ୍ଦ; ମୃଦୁ ସ୍ୱରରେ କଥାବାର୍ତ୍ତା ୩. Sound of whispering.
- ୪. ବଡ଼ ଛିଦ୍ର ବା ଜଳା ବାଟେ (ଯଥା—ଦାନ୍ତ ନ ଥିବା ଲୋକ କଥା କହିଲାବେଳେ ତା ମୁହଁରୁ) ପବନ ବାହାରିଯିବା — ୪. Coming out of air through a hole.