Jump to content

ଫାଁଇ

ଉଇକିଅଭିଧାନ‌ରୁ

ଫାଁଇ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୃକରଣ) ଅ

[ସମ୍ପାଦନା]
୧. ଅଧିକ ରୂପେ — ୧. Excessively.

ଡରାଇ ମୋତେ କହୁଅଛି ଫାଇଁ ତୁମ୍ଭ କ୍ରୋଧ ଜାତ ହେବା ପାଇଁ ବିଶ୍ୱନାଥ ବୁଚିତ୍ର ରାମାୟଣ

୨. 'ଫ' ଶବ୍ଦ ସହ —୨. With a fañ sound.

(ଯଥା—କାକରା ପିଠା ଘିଅ ତେଲୁଣିରେ ପଡ଼ିବା ମାତ୍ରକେ ଫାଇଁ କିନି ଫୁଲି ଉଠିଲା)