Jump to content

ଫାଁ ଗାଳିବା

ଉଇକିଅଭିଧାନ‌ରୁ

ଫାଁ ଗାଳିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛଟା ଗାଳିବା — ୧. To feign.
୨. ଛଟା ଗାଳି କ୍ଳାନ୍ତି ଦେଖାଇବା —୨. To feign as if one is pulled down or spent up.
୩. ଅତ୍ୟନ୍ତ କ୍ଳାନ୍ତ ହେବା —୩. To be exhausted.
୪. ଅବସନ୍ନ ହେବା —୪. To be worne out.

(ଯଥା—ମୁଁ ରେଳ ପାଇବା ଲାଗି ଦଉଡ଼ି ଦଉଡ଼ି ଆସି ଷ୍ଟେସନରେ ଆଡ଼ିଏ ଖଣ୍ଡେ ଫାଁ ଘାଳିଦେଇ ପଡ଼ିଗଲି)