Jump to content

ଫାଇଲ୍ ଜାମିନ୍

ଉଇକିଅଭିଧାନ‌ରୁ

ଫାଇଲ୍ ଜାମିନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫୈଲ=କର୍ମ+ଆରବୀ - ଜାମିନ୍ =ପ୍ରତିଭୂ)

[ସମ୍ପାଦନା]

ଦୁଷ୍ଟ ଲୋକମାନଙ୍କର ଭବିଷ୍ୟତ ସଦାଚରଣ ନିମନ୍ତେ ସେମାନଙ୍କଠାରୁ ମାଜିଷ୍ଟ୍ରେଟ୍ ଲେଖାଇ ନେବା ଜାମିନ୍ ନାମା —Security for good behaviour taken by a Magistrate from wicked people.