Jump to content

ଫାଉ

ଉଇକିଅଭିଧାନ‌ରୁ

ଫାଉ

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - (ଆରବୀ - ଫାଓ)

[ସମ୍ପାଦନା]
୧. ନିର୍ଦ୍ଦିଷ୍ଟ ପରିମାଣର ଅତିରକ୍ତ ବସ୍ତୁ —୧. Excess; surplus.


ଅନୁବାଦ

[ସମ୍ପାଦନା]
୨. ପୂର୍ବରୁ ଋଣ ଦିଆ ଯାଇଥିବା ଟଙ୍କା ବଦଳରେ ଖାତକଠାରୁ ଦାଣ୍ଡ ଭାଉ ଅପେକ୍ଷା ବେଶି ନିଆଯିବା ଧାନଆଦି — ୨. The excess paddy repaid by a debtor for money loans at a rate higher than the existing market rate.
୩. ଖରିଦ କରାଯିବା କୌଣସି ପଦାର୍ଥର ନିରୂପିତ ପରିମାଣ ଉପରେ ମାଗଣା ଯାହା ଅଧିକା ମିଳେ; ଅଧିକା ଲାଭ; ଲଫା — ୩. Extra gain; anything got extra over the purchased quantity,
୪. ଉପରି ଲାଭ —୪. Perquisite; tip; gratuity.

ଫାଉ ଫଉରାତ ଜଡ଼ି ଦିଅ ଫକୀର ମୋହନ, ଛମାଣ ଆଠଗୁଣ୍ଠ

[ଦ୍ରଷ୍ଟବ୍ୟ —ଫାଉ ସଙ୍ଗେ ଫଉରାତ(ତି) ସହଚର ଶବ୍ଦରୂପେ ବ୍ୟବହୃତ ହୁଏ]

ବିଶେଷଣ -

[ସମ୍ପାଦନା]
୧. ମାଗଣ —୧. Got graits; gratuitous.
୨. ଅତିରିକ୍ତ; ଅଧିକା —୨. Extra; additional

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]

ଗପଡ଼ୀ; ବହୁଭାଷୀ — Talkative; garrulous