ଫାଉଣ୍ଟେନ୍ ପେନ୍
ଦେଖଣା
ଫାଉଣ୍ଟେନ୍ ପେନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଫାଉଣ୍ଟେନ୍ ପେନ୍
|
ବୈଦେଶିକ - ହିନ୍ଦୀ - (ଇଂରାଜୀ - )
[ସମ୍ପାଦନା]ଏକ ପ୍ରକାର ନିବାଷ୍କୃତ କଲମ; ଝର କଲମ; ନିର୍ଝରଲେଖନୀ — Fountain pen.
[ଦ୍ରଷ୍ଟବ୍ୟ —ଏ ପମ୍ଫାକଲମ ମଧ୍ୟରେ ଗୁଡିଏ କାଳି ସଞ୍ଚିତ କରି ରଖାଯାଇଥାଏ, ଉକ୍ତ କାଳି କ୍ରମଶ୍ଃ କଲମର ମୁହବାଟେ ନିବ୍କୁ ଆସିଲେ ତଦ୍ଦ୍ୱାରା ଅନେକ କାଗଜ ଲେଖାଯାଏ ଏହାକୁ ପ୍ରସ୍ରବଣୀ— ଲୋଖନୀ ବା ନିର୍ଝର ଲେଖନୀରୂପେ ଅନୁବାଦ କରାଯାଇ ପାରେ