ଫାଉ ମାରିବା
ଦେଖଣା
ଫାଉ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ପଦାର୍ଥ ମାଗଣାରେ ହସ୍ତଗତ କରିବା —୧. To get a thing gratis.
- ୨. କୌଣସି ପଦାର୍ଥ ଠକି କରି ନେବା — ୨. To get a thing by underhand means
- ୩. ଅନ୍ଦାଜି କରି କଥା କହିବା — ୩. To say a thing by guess.
ଫାଉ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. [[ ବିନା ମୂଲ୍ୟରେ କୌଣସି ପଦାର୍ଥ ଆପଣାର ଲାଭ ସ୍ୱରୂପ ପାଇବା; ୨[[ କିଣିବା ଦ୍ରବ୍ୟ ସଙ୍ଗେ କିଣା ଯିବା ପରମାଣ ଛଡ଼ା ଅଧିକା ଦ୍ରବ୍ୟ ପାଇବା; ୩ ପାଉ ମାରିବା (ଦେଖ) -