ଫାକାଶି ଉଡ଼ିବା
ଦେଖଣା
ଫାକାଶି ଉଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫାକାଶି ଉଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବେଦମ୍ ହୋଇଯିବା — ୧. Being out of breath
- ୨. ହଂସା ଉଡ଼ିଯିବା — ୨. Dying condition.
- ୩. ଧୈର୍ଯ୍ୟ ଚ୍ୟୁତି —୩. Losing patience.
- ୪. ବିଂକର୍ତ୍ତବ୍ୟବିମୂଢ଼ତା —୪. Bewilderment.
ଏ କଥା ଶୁଣିଲାବେଳୁ ଶାମାର ଫାଖାଶି ଉଡ଼ିଲାଣି—ଫକୀରମୋହନ ଗଳ୍ପସଳ୍ପ