ଫାକିବା
ଦେଖଣା
ଫାକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ପ୍ରବର୍ତ୍ତନ, ପ୍ରାପଣ; ସଂସ୍କୃତ - ପ୍ରଭବନ; ପ୍ରା; ପଭବଣ)
[ସମ୍ପାଦନା]- ୧. ଉପଯୁକ୍ତ ବିବେଚିତ ହେବା — ୧. To be adjudged or considered proper.
- ୨. ଘଟିବା —୨. To happen.
- ୩. ନିର୍ଦ୍ଧାରିତ ହେବା; ସ୍ଥିରୀକୃତ ହେବା — ୩. To be ascertained or adjudged.
(ଯଥା—ଏ ଦୋଷଟା ଅମୁକ ଉପରେ ଫାବୁଛି)
- ୪. ପ୍ରାପ୍ୟ ହେବା —୪. To be due.