ଫାଙ୍କଡ଼ାମି
ଦେଖଣା
ଫାଙ୍କଡ଼ାମି
ଉଚ୍ଚାରଣ
[ସମ୍ପାଦନା](ଫାଙ୍କଡ଼ି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫାଙ୍କଡ଼ାମି
|
ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]- ୧. ପ୍ରତାରଣା — ୧. Fraud.
- ୨. ଛଳନା —୨. Feigning.
- ୩. ଦାମ୍ଭିକତା —୬. Audacity.
- ୪. ଅବାଧ୍ୟକତା —୪. Insubordination.