Jump to content

ଫାଙ୍କଡ଼ାମି ମାରିବା

ଉଇକିଅଭିଧାନ‌ରୁ

ଫାଙ୍କଡ଼ାମି ମାରିବା

ଉଚ୍ଚାରଣ

[ସମ୍ପାଦନା]

ଫାଙ୍କମାରିବା, ଫାଙ୍କଡ଼ି ମାରିବା, ଫାଙ୍କାଡ଼ାମି କରିବାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମିଛ କହି ଠକିବା —୧,. To deceive by false statement.
୨. କାମଦାମ ନ କରି ଉପର— ଠାଉରିଆ ହେଇ ବୁଲି କାର୍ଯ୍ୟ କରୁଥିବା ପରି ଦେଖେଇହେବା — ୨. To show one's self off without substantially doing anything.
୩. ଛଳନା କରିବା —୩. To feign.