ଫାଙ୍କି
ଦେଖଣା
ଫାଙ୍କି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫକ୍କିକା)
[ସମ୍ପାଦନା]- ୧. ପ୍ରତାରଣା; ଛଳନା — ୧. Frand; trick; deception.
- ୨. ଧପ୍ପାବାଜୀ — ୨. Throwing dust in the eyes of others.
- ୩. ଚାତୁରୀ —୩. Cunning.
- ୪. ଭଣ୍ଡିବା —୪. Evasion.
- ୫. ମାୟା —୫. Illusion.
- ୬. କୂଟ ତର୍କ —୬. Sophistry.; sophison.
- ୭. (ଔଷଧରୂପେ ବ୍ୟବହୃତ) ଶୁଣ୍ଠି ପିସର୍ପଲୀ ଆଦିର ଚୂର୍ଣ୍ଣ — ୭. Powdered drugs used as medicine.
- ୮. ଚୂର୍ଣ୍ଣ; ଚୁନା —୮. Powdered substance.
- ୯. (ପାନ ବରଜୀ) ମାଟି ଦେଷରୁ ଲଟା ମୂଳ ଗଣ୍ଠିରେ ଫୁଲ ଫୁଟିବାଦ୍ୱାରା ପାନ ଲତା ଛିଣ୍ଡି ଯିବା ===
- ୧. ଭୁତୁରୁଡ଼ —୧୦. Brozen facedness.
ଦେଶଜ - ବିଶେଷଣ -
[ସମ୍ପାଦନା]ପ୍ରତାରଣାପୂର୍ଣ୍ଣ —Evasive.
(ଯଥା—ପାଙ୍କି ଉତ୍ତର)