Jump to content

ଫାଙ୍କିବା

ଉଇକିଅଭିଧାନ‌ରୁ

ଫାଙ୍କିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମିଥ୍ୟାକଥା କହି ଠକି ଦେବା — ୧. To cheat (a person) by falsedhood.


ଅନୁବାଦ

[ସମ୍ପାଦନା]
୨. ଚୂନ ଖାଦ୍ୟଦ୍ୱାରା ମୁଖ ପୂର୍ଣ୍ଣ କରିବା ଓ ତାହା ଚୋବାଇବା — ୨. To chew a powdered eatable.

(ଯଥା— ଚାଉଳ ଭଜା ଚୂନାକୁ ଘଣ୍ଟେ ହେଲା ସେ ଫାଙ୍କୁଛି)