ଫାଙ୍କି ଦେବା
ଦେଖଣା
ଫାଙ୍କି ଦେବା
ଉଚ୍ଚାରଣ
[ସମ୍ପାଦନା](ଫାଙ୍କି ମାରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଫାଙ୍କି ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧପ୍ପା ମାରିବା — ୧. To deceive.
- ୨. ଭଣ୍ଡି ଦେବା — ୨. To dvade.
- ୩. ଛଳନା କରିବା —୩. To feign.
- ୪. ପରର ଆଖିରେ ଧୂଳି ପକାଇବା —୪. To throw dust in the eyes of others.
- ୫. ଅବାଧ୍ୟତା ଦେଖାଇବା — ୫. To show insubordination.