Jump to content

ଫାଜିଲ୍

ଉଇକିଅଭିଧାନ‌ରୁ

ଫାଜିଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଆରବୀ - ଫାଜିଲ=ବିଦ୍ୱାନ୍, ବୁଦ୍ଧିମାନ୍;) (ମନ୍ଦ ଅର୍ଥରେ ବ୍ୟବହୃତ)

[ସମ୍ପାଦନା]
୧. ଧୃଷ୍ଟ — ୧. Arrogant; forward.
୨. ବୋଜାୟ —୨. Over talkative.
୩. ପ୍ରଗଳ୍ଭ —୩. Garrulous.
୪. ଚତୁର —୪. Sly; clever.

[ଦ୍ରଷ୍ଟବ୍ୟ —ଆରବୀରେ ଏ ଶଦ୍ଦ ଭଲ ଅର୍ଥରେ ବ୍ୟବହୃତ]