Jump to content

ଫାଟ

ଉଇକିଅଭିଧାନ‌ରୁ

ଫାଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ସ୍ଫୁଟ୍ ଧାତୁ=ବିଦାରଣ କରିବା)

[ସମ୍ପାଦନା]
୧. ଫାଙ୍କ; ଜଳା; ଚିରା; ଲମ୍ୱା ଛିଦ୍ର —୧. A crack; chink; crevice.
୨. ମନ୍ଧି —୨. Narrow space; interstices.
୩. ଛିଦ୍ର; କଣା; ରନ୍ଧ୍ର —୩. Aperture.
୪. ବିଦାରିତ ଅଂଶ —୪. A spuilt.
୫. ଶୀତ କାଳରେ କେତେକ ବ୍ୟକ୍ତିଙ୍କ ଗୋଡ଼ ଆଦିର ଚମଡ଼ା ଫାଟି ଯିବା —୫. The cracking of then skin in the leg and soles during winter.