ଫାଟି ପଡ଼ିବା
ଦେଖଣା
ଫାଟି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଫାଟି ପଡ଼ିବା
|
(ଫାଟିଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା](ଗୋଡ଼) ଅବସନ୍ନ ହେବା; ଅତିରିକ୍ତ କର୍ମ ଯୋଗୁଁ କ୍ଳାନ୍ତ ହେବା — (one's legs) To become become over-tired.
ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶ୍ରମୁଁ ମୋ ଚରଣ ତଳ କବିସୂର୍ଯ୍ୟ. କିଶୋରୀଚମ୍ପୁ ଫ. ଗୀତ