Jump to content

ଫାଟୁଆ

ଉଇକିଅଭିଧାନ‌ରୁ

ଫାଟୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଫାଟେଈ, ଫାଟୋଈସ୍ତ୍ରୀ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗୋରୁମାନଙ୍କ ମାରାତ୍ମକ ସଂକ୍ରାମକ ରୋଗବିଶେଷ — A contagious and fatal cattle diseease; foot and mouth disease of cattle; a kind of rinderpest.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ବ୍ୟକ୍ତିର ଗୋଡ଼ଆଦିର ଚମଡ଼ା ଫାଟିଯାଇ ଥାଏ — Having cracked skin.