ଫାଟୁଆ ଗାଈ
ଦେଖଣା
ଫାଟୁଆ ଗାଈ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ଗାଈକୁ ଫାଟୁଆ ରୋଗ ଧରିଥାଏ — A cow which is attacked with the Phāṭuā disease.
ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ - (ବାଲେଶ୍ୱରୀ ଜାହାଜିଆଙ୍କ ଭାଷା; ଇଂରାଜୀ - ପର୍ଟୁଗୀଜ୍)
[ସମ୍ପାଦନା]ପର୍ଟୁଗିଜ୍ ଜାତି —The Portugese.
ସେମାନେ ଫାଟୁଆବାଈ ଜାତି, ଏଇ ଫିରିଙ୍ଗୀମାନଙ୍କ ପିର ଫକୀରମୋହନ, ଗଳ୍ପସ୍ୱଳ୍ପ