Jump to content

ଫାଣ୍ଟ

ଉଇକିଅଭିଧାନ‌ରୁ

ଫାଣ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଫଣ୍ ଧାତୁ+ କର୍ତ୍ତୃ. ତ; ନିପାତନ)

[ସମ୍ପାଦନା]
୧. ଅନାୟା— ସରେ ପ୍ରସ୍ତୁତ —୧. Easily prepared, made easily.
୨. ଯାହା ଫେଣିଆ ହୋଇ ତିଆରି ହୋଇଥାଏ — ୨. Prepared from a liquid by stirring it.

ବିଶେଷ୍ୟ -

[ସମ୍ପାଦନା]
୧. କ୍ୱାଥ; ନାନା ଦ୍ରବ୍ୟର ସିଝା ପାଣି —୧. Decoction.
୨. ଅସ୍ତ୍ରାଦିରେ ପାଣି ଦେବା ପ୍ରକ୍ରିୟା — ୨. The process of tempering a weapon.
୩. ଧାତୁଦ୍ରବ୍ୟ ଝାଳିବାର ପୁଟ —୩. A flux.
୪. ଦହି ମୋହିଁବା ବେଳେ ପ୍ରଥମେ ଯେଉଁ ଲହୁଣି ାହାରେ — ୪. particles of butter first produced at churning.
୫. ଫେଣିଆ ହୋଇଥିବା ବଟା ବିରି (ଜ୍ଞାନେନ୍ଦ୍ର) — ୫. Stirred up dough.