Jump to content

ଫାଣ୍ଟିବା

ଉଇକିଅଭିଧାନ‌ରୁ

ଫାଣ୍ଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଫାଣ୍ଟେଇବା—ଣିଜନ୍ତ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଫାଣ୍ଟ; ସଂସ୍କୃତ - ପିଷ୍ଟ; ପ୍ରା. ପିଟ୍ଟ)

[ସମ୍ପାଦନା]
୧. ଫେଣ୍ଟିବା; ଦୁଇ ପଦାର୍ଥକୁ ଏକତ୍ର ମିଶାଇ ହାତଦ୍ୱାରା ଗୋଳିବା — ୧. To mix up two things and stir them together with the hand.
୨. ଫେଣାଇବା; ଦ୍ରବ୍ୟ ପଦାର୍ଥକୁ ହାତରେ ଗୋଳି ତାକୁ ଫେନ— ଯୁକ୍ତ କରିବା —୨. To make any watery substance lather by stirring much.