ଫାଣ୍ଟ କଷାୟ
ଔଷଧ କ୍ୱାଥ ବିଶେଷ — A kind of cold decoction.
[ଦ୍ରଷ୍ଟବ୍ୟ —୪ ତୋଳା କୁଟ୍ଟିତ ଓଷଧି ଦ୍ରବ୍ୟକୁ ୧୬: ତୋଳା ଅତ୍ୟଷ୍ଣ ଜଳରେ ନିକ୍ଷେପ କରି କିଛିକ୍ଷଣ ଘୋଡ଼ାଇ ରଖି ପରେ ସେହି ଦ୍ରବ୍ୟକୁ ହାତରେ ମନ୍ଥି କନାରେ ଛାଣିଲେ ଏହି କଷାୟ ପ୍ରସ୍ତୁତି ହୁଏ]